ରାତିରେ ସ୍ବାସ୍ଥ୍ୟ ରାଜଧାନୀର ସ୍ବାସ୍ଥ୍ୟସେବା : ସିକ୍ୟୁରିଟି ଗାର୍ଡଙ୍କ ଦାୟିତ୍ବରେ ସିଟି ହସ୍ପିଟାଲ୍‌

କଟକ: ରାଜ୍ୟ ସ୍ବାସ୍ଥ୍ୟ ସେବାର ପ୍ରାଣକେନ୍ଦ୍ର କଟକ। ଏଠା‌ରେ ରୋଗୀଙ୍କ ପାଇଁ ରାତି ଦିନ ଏକ। ସବୁବେଳେ ଆମ୍ବୁଲାନସ ଲାଗି ଥାଏ ପଛକୁ ପଛ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରେଫର ହୋଇ ‌ରୋଗୀ କଟକ ବଡମେଡିକାଲକୁ ଆସନ୍ତି। ତେବେ ଦିନରେ ଯାହା ଯେମିତି ଚିକତ୍ସା ବ୍ୟବସ୍ଥା ଢଙ୍ଗ‌ରେ ଚାଲିଥାଏ। ‌ହେଲେ ରାତି ହେଲେ ବ୍ୟବସ୍ଥା ବିଗିଡି ଯାଏ। ଅଜଣା ‌ରୋଗୀ ସଂପର୍କୀୟ ବାଟ ପାଏନା। କଟକର ଜରୁରୀ ଚିକିତ୍ସ‌ା ବ୍ୟବସ୍ଥା … Continue reading ରାତିରେ ସ୍ବାସ୍ଥ୍ୟ ରାଜଧାନୀର ସ୍ବାସ୍ଥ୍ୟସେବା : ସିକ୍ୟୁରିଟି ଗାର୍ଡଙ୍କ ଦାୟିତ୍ବରେ ସିଟି ହସ୍ପିଟାଲ୍‌